ଧଳା ଜହର ଚାଲାଣ ବେଳେ ଗିରଫ କଲା ବଡ଼ଚଣା ପୋଲିସ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୩-୧୨-୨୦୨୨ ବ୍ରାଉନ ସୁଗାର ଜବତ,ତିନିଜଣ ଗିରଫ।ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରୁ ସ୍ପେଶାଲ ସ୍କ୍ବାର୍ଡ ଦ୍ୱାରା ବ୍ରାଉନ ସୁଗାର ଜବତ।ଚଣ୍ଡିଖୋଲ ଛକରେ ବ୍ରାଉନ ସୁଗାର କାରବାର ବେଳେ ମାଡି ବସିଲା ସ୍ପେଶାଲ ସ୍କ୍ବାର୍ଡ।ସେମାନଙ୍କ ନିକଟରୁ ୧୬ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି।୩ ଜଣକୁ ବଡ଼ଚଣା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି।ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ, ୧୬୦୦୦ ନଗଦ ଟଙ୍କା, ଜବତ କରିଛି ପୋଲିସ।ଦୀର୍ଘଦିନ ଧରି ଚଣ୍ଡିଖୋଲ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁ … Continue reading ଧଳା ଜହର ଚାଲାଣ ବେଳେ ଗିରଫ କଲା ବଡ଼ଚଣା ପୋଲିସ।